ନବରଙ୍ଗପୁର ପୋଲିସ ଷ୍ଟେସନ: ଡିଆରଡିଏ ପରିସରରେ ଜିଲ୍ଲା ଦିଶା କମିଟି ବୈଠକ ଅନୁଷ୍ଠିତ ମତ ଦେଲେ ସାଂସଦ ବଳଭଦ୍ର ମାଝୀ
ଆଜି ସ୍ଥାନୀୟ ଡିଆରଡିଏ ରେ ମାନ୍ୟବର ସାଂସଦ (ଲୋକସଭା ) ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଯୁଗ୍ମ ନିର୍ଦ୍ଦେଶକ (ପଞ୍ଚାୟତି ରାଜ) ବିମ୍ବାଧର ସେଠୀ,ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପାଢ଼ୀ ଉପସ୍ଥିତ ଥିଲେ