ଲୋଇସିଂହା: ଲୋଇସିଂହାରେ ବାରିକ ସମାଜର ନୂଆଁଖାଇ ଭେଟ୍ଘାଟ୍: ବିକାଶ ପାଇଁ ସରକାରୀ ସହାୟତା ଦାବି
ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ବାରିକ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ। ସମାଜର ଆର୍ଥିକ ବିକାଶ ପାଇଁ ବୀମା ଓ ମାଗଣା ଚିକିତ୍ସା ସୁବିଧା ଦାବି କଲେ ରାଜ୍ୟ ସଭାପତି। ସଭାରେ ଯୌତୁକ ପ୍ରଥା ଓ ଆମିଷ ଭୋଜି ବନ୍ଦ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି।