ବାଲେଶ୍ୱର ବାମପଦା ସ୍ଥିତ ମା ଭାରତୀ ଗୋଶାଳାରେ ଆଜି ପବିତ୍ର ଗୋ ଅଷ୍ଟମୀ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ତାପସ କୁମାର ମହାନ୍ତି ଯୋଗଦେଇ ଗୋମାତାଙ୍କ ପୂଜାର୍ଚ୍ଚନା କରିଛନ୍ତି ।