Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ସେକାମାଳ ଗ୍ରାମ ରାସ୍ତାରେ ବେଆନ ମହୁଲି କରବାର ନେଇ ଅବକାରୀ ପୋଲିସର ଚଢ଼ାଉ ମଦ ଜବତ କରି ମାମଲା ରୁଜୁ

ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲେ ମନମୁଣ୍ଡା ଥାନା ଅନ୍ତର୍ଗତ ସେକାମାଳ ଗ୍ରାମ ରାସ୍ତାରେ ବେଆନ ଭାବରେ ମହୁଲି ମଦ କରବାର ହେଉଛି l ଏନେଇ ମନମୁଣ୍ଡା ଅବକାରୀ ପୋଲିସ ସକାଳ ପାଖପାଖି ୧୦.୩୦ସମୟରେ ଚଢ଼ାଉ କରି ୯ଳିଟର ଦେଶି ମହୁଲି ମଦକୁ ଜବତ କରି ସମ୍ପୃକ୍ତ ଆଶାମୀ ନାମରେ ୧୧୨/୨୦୨୫-୨୬ରେ ମାମଲା ରୁଜୁ କରି ୩୫(୩)BNSS ରେ ନୋଟିସ ଦେଇ ଛାଡି ଦିଆ ଯାଇଛି
ବୌଦ୍ଧ ସଦର: ସେକାମାଳ ଗ୍ରାମ ରାସ୍ତାରେ ବେଆନ ମହୁଲି କରବାର ନେଇ ଅବକାରୀ ପୋଲିସର ଚଢ଼ାଉ ମଦ ଜବତ କରି ମାମଲା ରୁଜୁ - Baudh Sadar News