Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ନୟାଗଡ: ନୂଆଗାଁ ରେଳ ଷ୍ଟେସନ ପରିସରରେ ଶୁଖିଲା ଖାଦ୍ୟସହିତ ପାଣି ବୋତଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Nayagarh, Nayagarh | Jul 5, 2025
ପବିତ୍ର ବାହୁଡା଼ ଯାତ୍ରାରେ ଅର୍ନପୂର୍ଣ୍ଣା ମିର୍ଲସ ଆନୁକୂଲ୍ୟରେ ନୂଆଗାଁ ରେଳ ଷ୍ଟେସନ ପରିସରରେ ଶୁଖିଲା ଖାଦ୍ୟସହିତ ପାଣି ବୋତଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ସକାଳ ଆଠ ଘଟିକା ସମୟରେ । ନୂଆଗାଁ ବ୍ଲକ ଷ୍ଟେସନ ନିକଟରେ ଆଜି ପବିତ୍ର ବାହୁଡା଼ ଯାତ୍ରାରେ ନୂଆଗାଁ ରେଲୱେ ଷ୍ଟେସନ ନିକଟରେ ପୁରୀ ଅଭିମୁଖେ ଯାଉଥିବା ସହ ସହ ଶ୍ରଦ୍ଧାଳୁଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା । ପ୍ରଦିପ କୁମାର ସାହୁ ସାହୁ ଙ୍କ ତତ୍ତ୍ଵାବଧାନରେ ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା।

MORE NEWS