Public App Logo
Jansamasya
Education
Bareilly
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Uppolice
Punjab
Live
Pratapgarh
Westbengal
Ballia
Farrukhabad
Mirzapur
Rain
Haridwar
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Arvindkejriwal

ଆସିକା: ଢୁଙ୍କାପଡା ଗ୍ରାମ ସ୍ଥିତ ବାସଭବନ ଠାରେ ଲୋକ ଙ୍କ ଅଭିଯୋଗ ଶୁଣିଲେ ଆସିକା ସାଂସଦ

Asika, Ganjam | Nov 29, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡା ସ୍ଥିତ ବାସଭବନ ଠାରେ ଆସିକା ସାଂସଦ ଅନିତା ସୁଭଦର୍ଶନୀ ଙ୍କ ପକ୍ଷରୁ ଏକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆସିକା ସଂସଦୀୟ କ୍ଷେତ୍ର ର ବିଭିନ୍ନ ସ୍ଥାନରୁ ବହୁ ଜନସାଧାରଣ ଯୋଗଦେଇ ନିଜ ନିଜ ସମସ୍ୟା ସାଂସଦ ଙ୍କ ନିକଟରେ ଉପସ୍ଥାପନା କରିଥିଲେ l ଲୋକ ଙ୍କ ସମସ୍ୟା ଶୁଣି ସମାଧାନ ର ପ୍ରତିଶୃତି ସାଂସଦ ଦେଇଥିଲେ l