Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र
No video available

#हिन्दूसाहेबान_नहीं_समझे गीता वेद पुराण ● शिवलिंग की पूजा कैसे प्रारंभ हुई? ● क्या शिवलिंग की पूजा से कोई लाभ संभव है? ज

Hemgir, Sundargarh | Aug 22, 2024

MORE NEWS

ସୁନ୍ଦରଗଡ: କୁଣ୍ଡୁ କେଲା ନିକଟରେ ଏକ ଅଜଣା ଗାଡ଼ି ପଛରେ ପିଟି ହୋଇ ବାଇକ ଆରୋହୀ ଦୁଇ ଗୁରୁତର

ସୁନ୍ଦରଗଡ: କୁଣ୍ଡୁ କେଲା ନିକଟରେ ଏକ ଅଜଣା ଗାଡ଼ି ପଛରେ ପିଟି ହୋଇ ବାଇକ ଆରୋହୀ ଦୁଇ ଗୁରୁତର

Sundargarh, Sundargarh | Jul 5, 2026

*ଖାଦ୍ଯ ବିଷାକ୍ତ ଜନିତ ରୋଗରେ ପୀଡିତ ମହିଳା ଆପୋଲୋ ହସ୍ପିଟାଲ୍ସରେ ଜୀବନ ଫେରି ପାଇଲେ*

ରାଉରକେଲା ୪/୭,  ସୁନ୍ଦରଗଡ ଜିଲ୍ଲା ବରସୁଆଁର ରହୁଥିବା ଶ୍ରୀମତୀ ସ୍ବୟଂପ୍ରଭା ବେହେରା (୨୪ ବର୍ଷ) ବୁଧବାର ସକାଳେ ବଜାରରେ ବିକ୍ରୀ ହେଉଥିବା ବରା ଖାଇ ଅସୁସ୍ଥତା ଅନୁଭବ କରିଥିଲେ। ପରେ ବାନ୍ତି ହେବାରୁ, ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ପରେ ହାଇଟେକ୍ ମେଡିକାଲ କଲେଜ ନିଆଯାଇଥିଲା। ହାଇଟେକ୍ ମେଡିକାଲ କଲେଜ ତାଙ୍କୁ ଆଇସିୟୁର ବ୍ଯବସ୍ଥା ନଥାଇ ଫେରାଇ ଦେବାରୁ, ରୋଗୀଙ୍କୁ ରାଉରକେଲା ଆପୋଲୋ ହସ୍ପିଟାଲ୍ସକୁ ନେଇଥିଲେ ତାଙ୍କ ସ୍ବାମୀ। ଆପୋଲୋ ହସ୍ପିଟାଲ୍ସରେ ପହଞ୍ଚିବା ବେଳକୁ ରୋଗୀ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଥିଲେ।
     ଖାଦ୍ୟ ବିଷାକ୍ତ ଜନିତ ରୋଗରେ ପୀଡ଼ିତ ସ୍ବୟଂପ୍ରଭାଙ୍କୁ ତୁରନ୍ତ କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚେତଭ ରେଡ୍ଡୀ ତାଙ୍କୁ ଚିକିତ୍ସା କରିଥିଲେ। ଦୁଇ ଦିନ ଧରି ଚିକିତ୍ସା କରିବା ପରେ ଖାଦ୍ୟ ବିଷାକ୍ତ ଜନିତ (ଫୁଡ ପଏଜନ୍) ରୋଗରୁ ଆରୋଗ୍ୟଲାଭ କରିଥିଲେ ଶ୍ରୀମତୀ ସ୍ବୟଂପ୍ରଭା ବେହେରା । ଆପୋଲୋ ହସ୍ପିଟାଲ୍ସର କ୍ରିଟିକାଲ୍ କେୟାର ୟୁନିଟର ଡାକ୍ତର ଚେତଭ ରେଡ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏଭଳି ଫୁଡ୍ ପଏଜନ୍ ଜନିତ ଘଟଣା ହଜାରରେ ଗୋଟିଏ ଦେଖିବାକୁ ମିଳେ, ଯାହାକି ରୋଗୀ ସ୍ବୟଂପ୍ରଭାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ସେ ଆରୋଗ୍ୟଲାଭ କରିଥିବାରୁ ଆପୋଲୋ ହସ୍ପିଟାଲ୍ସ କ୍ଷେତ୍ରରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚିକିତ୍ସା ବୋଲି ବିବେଚନା କରାଯାଉଛି।

*ଖାଦ୍ଯ ବିଷାକ୍ତ ଜନିତ ରୋଗରେ ପୀଡିତ ମହିଳା ଆପୋଲୋ ହସ୍ପିଟାଲ୍ସରେ ଜୀବନ ଫେରି ପାଇଲେ* ରାଉରକେଲା ୪/୭, ସୁନ୍ଦରଗଡ ଜିଲ୍ଲା ବରସୁଆଁର ରହୁଥିବା ଶ୍ରୀମତୀ ସ୍ବୟଂପ୍ରଭା ବେହେରା (୨୪ ବର୍ଷ) ବୁଧବାର ସକାଳେ ବଜାରରେ ବିକ୍ରୀ ହେଉଥିବା ବରା ଖାଇ ଅସୁସ୍ଥତା ଅନୁଭବ କରିଥିଲେ। ପରେ ବାନ୍ତି ହେବାରୁ, ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ପରେ ହାଇଟେକ୍ ମେଡିକାଲ କଲେଜ ନିଆଯାଇଥିଲା। ହାଇଟେକ୍ ମେଡିକାଲ କଲେଜ ତାଙ୍କୁ ଆଇସିୟୁର ବ୍ଯବସ୍ଥା ନଥାଇ ଫେରାଇ ଦେବାରୁ, ରୋଗୀଙ୍କୁ ରାଉରକେଲା ଆପୋଲୋ ହସ୍ପିଟାଲ୍ସକୁ ନେଇଥିଲେ ତାଙ୍କ ସ୍ବାମୀ। ଆପୋଲୋ ହସ୍ପିଟାଲ୍ସରେ ପହଞ୍ଚିବା ବେଳକୁ ରୋଗୀ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଥିଲେ। ଖାଦ୍ୟ ବିଷାକ୍ତ ଜନିତ ରୋଗରେ ପୀଡ଼ିତ ସ୍ବୟଂପ୍ରଭାଙ୍କୁ ତୁରନ୍ତ କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚେତଭ ରେଡ୍ଡୀ ତାଙ୍କୁ ଚିକିତ୍ସା କରିଥିଲେ। ଦୁଇ ଦିନ ଧରି ଚିକିତ୍ସା କରିବା ପରେ ଖାଦ୍ୟ ବିଷାକ୍ତ ଜନିତ (ଫୁଡ ପଏଜନ୍) ରୋଗରୁ ଆରୋଗ୍ୟଲାଭ କରିଥିଲେ ଶ୍ରୀମତୀ ସ୍ବୟଂପ୍ରଭା ବେହେରା । ଆପୋଲୋ ହସ୍ପିଟାଲ୍ସର କ୍ରିଟିକାଲ୍ କେୟାର ୟୁନିଟର ଡାକ୍ତର ଚେତଭ ରେଡ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏଭଳି ଫୁଡ୍ ପଏଜନ୍ ଜନିତ ଘଟଣା ହଜାରରେ ଗୋଟିଏ ଦେଖିବାକୁ ମିଳେ, ଯାହାକି ରୋଗୀ ସ୍ବୟଂପ୍ରଭାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ସେ ଆରୋଗ୍ୟଲାଭ କରିଥିବାରୁ ଆପୋଲୋ ହସ୍ପିଟାଲ୍ସ କ୍ଷେତ୍ରରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚିକିତ୍ସା ବୋଲି ବିବେଚନା କରାଯାଉଛି।

Raurkela M, Sundargarh | Jul 4, 2026