ବଡ ଭାଇର ଜିଉଁତିଆ ଦୋକାନ
ବୌଦ୍ଧ ଜିଲ୍ଲା ବାଉଁଶୁଣି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସମସ୍ତଙ୍କର ପରିଚିତ ତଥା ଲୋକପ୍ରିୟ "ବଡ଼ ଭାଇର ଜିଉଁତିଆ ଦୋକାନ" ଏବେ ପୁଣି ଥରେ ବଜାରରେ ନୂତନ ଉତ୍ସାହ ସହିତ ଉପସ୍ଥିତ!
ପୂର୍ବରୁ ନିଜର ସ୍ୱାଦିଷ୍ଟ ଲସି ପାଇଁ ବେଶ୍ ନାଁ କମାଇଥିବା ଏହି ଦୋକାନଟି ଏବେ ବଜାରରେ ଏକ ନୂତନ ଫୁଟପାଟ୍ (Footpath) ଦୋକାନ ଭାବରେ ଖୋଲାଯାଇଛି। ସେହି ପୁୁରୁଣା ସ୍ୱାଦ ଏବଂ ବଡ଼ ଭାଇଙ୍କ ସ୍ନେହଭରା ଆତିଥ୍ୟ ସହିତ ଆପଣ ସମସ୍ତେ ପୁଣି ଥରେ ତାର ମଜା ନେଇପାରିବେ।
ସ୍ଥାନ: ଜାତୀୟ ରାଜପଥ, ବାଉଁଶୁଣି ବଜାର, ବୌଦ୍ଧ।
#Baunsuni #Boudh #JiuntiaShop #LasiShop #LocalTaste #BaunsuniMarket #odishafoodie