ଲଇଡା ଗ୍ରାମରେ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭସ୍ତମ୍ଭ ସ୍ଥାପନ
ଲଇଡା, ଦପଳା ପଞ୍ଚାୟତ, କଣ୍ଟାମାଲ ବ୍ଲକ (ବୌଦ୍ଧ ଜିଲ୍ଲା)
ଆଜି ଲଇଡା ଗ୍ରାମରେ ଏକ ନୂତନ ଶିବ ମନ୍ଦିର ନିର୍ମାଣ ପାଇଁ ମଙ୍ଗଳମୟ ପରିବେଶରେ ପୂଜାର୍ଚ୍ଚନା ଓ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ କୃପାରୁ ଏହି ପବିତ୍ର କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ସମସ୍ତ ଗ୍ରାମବାସୀ ଏକାଠି ହୋଇ ସମୂହ ପୂଜା କରିଥିଲେ।
ହର ହର ମହାଦେବ! ଜୟ ବାବା ବୈଦ୍ୟନାଥ!
#Bouddha #Kantamal #Laida #ShivaTemple #BhoomiPujan #BouddhaTimes