ଥୁଆମୁଳ ରାମପୁର ବନାଞ୍ଚଳର ସିଙ୍ଗାରୀ ଓ ଦେବଗିରୀ ଜଙ୍ଗଲ ପାଦଦେଶରେ ଜଙ୍ଗଲି ବାରହାଙ୍କ ଉପଦ୍ରବ। ଚାଷ ଜମିରେ ପଶି ପାକଳ ଧାନ ଫସଲକୁ ମାଡି ମକଚି ନଷ୍ଟ କରୁଛନ୍ତି ବାରହା ପଲ, କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ।