କଣ୍ଟାବାଞ୍ଜି: ତୁରେକେଲାରୁ ୨ ନାବାଳିକା ଅପହରଣ: ଅଭିଯୁକ୍ତ ଗିରଫ, ନାବାଳିକା ଉଦ୍ଧାର
ତୁରେକେଲା ଥାନା ଅଞ୍ଚଳରୁ ଦୁଇ ନାବାଳିକାଙ୍କୁ ଅପହରଣ କରି ନୂଆପଡ଼ା ବୋଡ଼େନକୁ ନେଇଯାଇଥିବା ଅଭିଯୁକ୍ତ ଯଶୋବନ୍ତ ମାଝୀ ଗିରଫ। ପୁଲିସ ଦ୍ଵାରା ଉଭୟ ନାବାଳିକା ସୁରକ୍ଷିତ ଉଦ୍ଧାର। ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି ଅଦାଲତ ଚାଲାଣ କରାଯାଇଛି।