କାଶୀପୁର: ରାୟଗଡ଼ା ଟିକିରିରେ ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ: ଭକ୍ତିମୟ ପରିବେଶରେ ମା’ଙ୍କୁ ବିଦାୟ
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ଅଞ୍ଚଳରେ ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ ପାଳିତ ହୋଇଛି। ବାଦ୍ୟଯନ୍ତ୍ରର ତାଳେ ତାଳେ ଭକ୍ତମାନେ ମା’ଙ୍କୁ ବିଦାୟ ଦେଇଛନ୍ତି। ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।