Public App Logo
Jansamasya
News
Bjp
National
Police
Bihar
India
चोरी
बीजेपी
Uttar_pradesh
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Madhya_pradesh
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
Cricket
Sdm
Uttarakhand
Sambalpur

ତେଲକୋଇ: ଆଖି ବୋଜିଦେଲା ଚିକିତ୍ସାଧିନ ମାଖନା ହାତୀ।ହାତୀର ସ୍ମଶାନ ପାଲଟିଲା କନ୍ତଲେଇ ଗାଁ

Telkoi, Kendujhar | Dec 8, 2025
ଆଖି ବୋଜିଦେଲା ଚିକିତ୍ସାଧିନ ମାଖନା ହାତୀ।ହାତୀର ସ୍ମଶାନ ପାଲଟିଲା କନ୍ତଲେଇ ଗାଁ ।କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ରେ ତିନିମାସ ରୁ ଅସୁସ୍ଥ ଥିବା ମାଖନା ହାତୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ହାତୀଟି ଖୁଣ୍ଟାପଡ଼ା ପଞ୍ଚାୟତ କନ୍ତଲେଇ ଗ୍ରାମର ଆରଡି ରାସ୍ତା ମହାନ୍ତ ସାହି ପୁଲ ପାଖ ପଥରୀଘାଟ ଧାନକ୍ଷେତରେ ଗତକାଲି ଠାରୁ ମୁମୂର୍ଷ ଅବସ୍ଥାରେ ପଡି ରହିଥିଲା । ଜେସିବି ସାହାଯ୍ୟରେ ମୁଖୁଲା ସ୍ଥାନକୁ ଅଣାଯିବା ସହ ଔଷଧ ଓ ସାଲାଇନ ଦେଇ ଚିକିତ୍ସା କରାଯାଉଥିଲା । ଜିଲ୍ଲା ଜଙ୍ଗଲ ଅଧିକାରୀ ସନ୍ଧ୍ୟାରେ ପହଞ୍ଚି ହାତୀଟିର ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରୁଥିଲେ
ତେଲକୋଇ: ଆଖି ବୋଜିଦେଲା ଚିକିତ୍ସାଧିନ ମାଖନା ହାତୀ।ହାତୀର ସ୍ମଶାନ ପାଲଟିଲା କନ୍ତଲେଇ ଗାଁ - Telkoi News