Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ମିଳିଲାନି ମହାପ୍ରୟାଣ ଗାଡ଼ି,ବାଇକରେ ପତ୍ନୀଙ୍କ ମୃତଦେହ ନେବାକୁ ବାଧ୍ୟ ହେଲେ ସ୍ୱାମୀ!। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଓଡ଼ିଆପାଲି ଗାଁରୁ ଆସିଛି ହୃଦୟବିଦାରକ ଦୃଶ୍ୟ। ଗଣମାଧ୍ଯମରେ ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, ମହାପ୍ରୟାଣ ଗାଡ଼ି ନ ମିଳିବାରୁ ସେ ନିଜ ପତ୍ନୀଙ୍କ ମୃତଦେହକୁ ବାଇକରେ ବୋହି ନେବାକୁ ବାଧ୍ୟ ହୋଇଥିଲେ।ଏହି ଘଟଣାଟି ସ୍ୱାସ୍ଥ୍ୟ ସେବା ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ନେଇ ପୁଣିଥରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। #Jharsuguda #Odisha #Mahaprayan #Healthcare #Hospital #OdishaNews #PublicHealth #BreakingNews #Deshduniyakhabar24

Khordha, Khordha | Jul 6, 2026

MORE NEWS