Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
image
image
image

ବରଯାତ୍ରୀ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ବରଯାତ୍ରୀ ଯାଉଥିବା ସମୟରେ ଚାଉଳିଆଗଞ୍ଜ ଥାନାର ଅତିରିକ୍ତ ଆଇଆଇସିଙ୍କ ସହ ଠେଲାପେଲା ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଗତକାଲି ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ମଣ୍ଡପକୁ ବରଯାତ୍ରୀ ଯାଉଥିଲା ଭିଡ ଅଧିକ ହେବାରୁ ରାସ୍ତାଜାମ ହୋଇଥିଲା। ଏତିକି ବେଳେ ପୋଲିସ ଅଧିକାରୀ ଜଣକ ବରଯାତ୍ରୀଙ୍କୁ ବାରଣ କରିଥିଲେ ଏହାପରେ ଉଭୟ ମଧ୍ୟରେ ପାଟିତୁଣ୍ଡ ହେବାସହ ଠେଲାପେଲା ମଧ୍ୟ ହୋଇଥିଲା। #police #cuttack #groupclash #clash #odisha #barat #Deshduniyakhabar24

Khordha, Khordha | Jul 10, 2026
ବରଯାତ୍ରୀ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ବରଯାତ୍ରୀ ଯାଉଥିବା ସମୟରେ ଚାଉଳିଆଗଞ୍ଜ ଥାନାର ଅତିରିକ୍ତ ଆଇଆଇସିଙ୍କ ସହ ଠେଲାପେଲା ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଗତକାଲି ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ମଣ୍ଡପକୁ ବରଯାତ୍ରୀ ଯାଉଥିଲା ଭିଡ ଅଧିକ ହେବାରୁ ରାସ୍ତାଜାମ ହୋଇଥିଲା। ଏତିକି ବେଳେ ପୋଲିସ ଅଧିକାରୀ ଜଣକ ବରଯାତ୍ରୀଙ୍କୁ ବାରଣ କରିଥିଲେ ଏହାପରେ ଉଭୟ ମଧ୍ୟରେ ପାଟିତୁଣ୍ଡ ହେବାସହ ଠେଲାପେଲା ମଧ୍ୟ ହୋଇଥିଲା। #police #cuttack #groupclash #clash #odisha #barat #Deshduniyakhabar24 - Khordha News