Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କଲା କଂଗ୍ରେସ #Deshduniyakhabar24

Khordha, Khordha | Jul 10, 2026

MORE NEWS

#ମଦବାର୍_ରୁ_ବଟି_ଆଦାୟ_କରୁଛି_କିଏ❓
#ବ୍ଳକଅଧ୍ୟକ୍ଷାଙ୍କ_ବିରୁଦ୍ଧରେ_ଥାନାରେ_ମାମଲା
ମଦ ବାର୍ ରୁ ମାସିକ ବଟି ଦାବି ଅଡିଓ ଭାଇରାଲ୍,ଅଭିଯୋଗକୁ ଖଣ୍ଡନ କଲେ ବ୍ଳକ ଅଧ୍ୟକ୍ଷା #Audiovisual #FbViralpost #OdishaNews

#ମଦବାର୍_ରୁ_ବଟି_ଆଦାୟ_କରୁଛି_କିଏ❓ #ବ୍ଳକଅଧ୍ୟକ୍ଷାଙ୍କ_ବିରୁଦ୍ଧରେ_ଥାନାରେ_ମାମଲା ମଦ ବାର୍ ରୁ ମାସିକ ବଟି ଦାବି ଅଡିଓ ଭାଇରାଲ୍,ଅଭିଯୋଗକୁ ଖଣ୍ଡନ କଲେ ବ୍ଳକ ଅଧ୍ୟକ୍ଷା #Audiovisual #FbViralpost #OdishaNews

Khordha, Khordha | Jul 10, 2026

ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ବିପୁଳ ମଦ ଓ ବିଅର ଜବତ,ବୌଦ୍ଧ ମନମୁଣ୍ଡା ପୋଲିସ ପକ୍ଷରୁ 4ଟି ସ୍ଥାନ ରେ ଚଢ଼ାଉ କରି ପେଟି ପେଟି ବିଅର ସହ ବସ୍ତା ବସ୍ତା ଦେଶୀ ମଦ ଜବତ କରି I ଅଭିଯୁକ୍ତ ମାନଂକୁ ଥାନାରେ ଅଟକ ରଖିଛି ପୋଲିସ
#Deshduniyakhabar24

ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ବିପୁଳ ମଦ ଓ ବିଅର ଜବତ,ବୌଦ୍ଧ ମନମୁଣ୍ଡା ପୋଲିସ ପକ୍ଷରୁ 4ଟି ସ୍ଥାନ ରେ ଚଢ଼ାଉ କରି ପେଟି ପେଟି ବିଅର ସହ ବସ୍ତା ବସ୍ତା ଦେଶୀ ମଦ ଜବତ କରି I ଅଭିଯୁକ୍ତ ମାନଂକୁ ଥାନାରେ ଅଟକ ରଖିଛି ପୋଲିସ #Deshduniyakhabar24

Khordha, Khordha | Jul 10, 2026

ବରଯାତ୍ରୀ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ବରଯାତ୍ରୀ ଯାଉଥିବା ସମୟରେ ଚାଉଳିଆଗଞ୍ଜ ଥାନାର ଅତିରିକ୍ତ ଆଇଆଇସିଙ୍କ ସହ ଠେଲାପେଲା ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଗତକାଲି ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ମଣ୍ଡପକୁ ବରଯାତ୍ରୀ ଯାଉଥିଲା ଭିଡ ଅଧିକ ହେବାରୁ ରାସ୍ତାଜାମ ହୋଇଥିଲା। ଏତିକି ବେଳେ ପୋଲିସ ଅଧିକାରୀ ଜଣକ ବରଯାତ୍ରୀଙ୍କୁ ବାରଣ କରିଥିଲେ ଏହାପରେ ଉଭୟ ମଧ୍ୟରେ ପାଟିତୁଣ୍ଡ ହେବାସହ ଠେଲାପେଲା ମଧ୍ୟ ହୋଇଥିଲା।  
#police 
#cuttack 
#groupclash
#clash 
#odisha 
#barat
#Deshduniyakhabar24

ବରଯାତ୍ରୀ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ବରଯାତ୍ରୀ ଯାଉଥିବା ସମୟରେ ଚାଉଳିଆଗଞ୍ଜ ଥାନାର ଅତିରିକ୍ତ ଆଇଆଇସିଙ୍କ ସହ ଠେଲାପେଲା ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଗତକାଲି ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ମଣ୍ଡପକୁ ବରଯାତ୍ରୀ ଯାଉଥିଲା ଭିଡ ଅଧିକ ହେବାରୁ ରାସ୍ତାଜାମ ହୋଇଥିଲା। ଏତିକି ବେଳେ ପୋଲିସ ଅଧିକାରୀ ଜଣକ ବରଯାତ୍ରୀଙ୍କୁ ବାରଣ କରିଥିଲେ ଏହାପରେ ଉଭୟ ମଧ୍ୟରେ ପାଟିତୁଣ୍ଡ ହେବାସହ ଠେଲାପେଲା ମଧ୍ୟ ହୋଇଥିଲା। #police #cuttack #groupclash #clash #odisha #barat #Deshduniyakhabar24

Khordha, Khordha | Jul 10, 2026