ଭୁବନେଶ୍ୱର: ବାଳକାଟି ପ୍ରତାପଶାସନ ଡିଗ୍ରୀ କଲେଜରେ ବେଟି ବଚାଓ ବେଟି ବଢ଼ାଓ କାର୍ଯ୍ୟକ୍ରମ
Bhubaneswar, Khordha | Sep 30, 2026
ବାଳକାଟି ସ୍ଥିତ ପ୍ରତାପଶାସନ ଡିଗ୍ରୀ କଲେଜରେ ବେଟି ବଚାଓ ବେଟି ବଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ। ନାରୀ ଭ୍ରୂଣହତ୍ୟା ରୋକିବା ଓ ଝିଅଙ୍କ ଶିକ୍ଷା ପାଇଁ ସଚେତନତା ସୃଷ୍ଟି କଲେ ଛାତ୍ରଛାତ୍ରୀ। ଏହି ଅବସରରେ ଶୋଭାଯାତ୍ରା ମାଧ୍ୟମରେ ସମାଜକୁ ଦିଆଗଲା ସ୍ୱତନ୍ତ୍ର ବାର୍ତ୍ତା।