ଭବାନୀପାଟଣା: ଗୋଟିଏ ବର୍ଷ ହେଲା ଭଙ୍ଗା ଅବସ୍ଥାରେ ପୋଲ, ଗାଁରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ
Bhabanipatana, Kalahandi | Nov 28, 2026
ଭବାନୀପାଟଣା ସଦର ବ୍ଲକ୍ ଚାଞ୍ଚେର ପଞ୍ଚାୟତ ବେନଗାଁର ପୋଲ ଭାଙ୍ଗିବାର ଏକ ବର୍ଷ ପରେ ବି ନୂଆ ପୋଲ ନିର୍ମାଣ ହୋଇନାହିଁ। ଫଳରେ ରୋଗୀ ଓ ଗର୍ଭବତୀ ମହିଳାମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି।