ଗୋପାଳପୁର: ସାମ୍ଭାବ୍ୟ ବାତ୍ୟା: ଗଞ୍ଜାମରେ 21 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ମନା
ସାମ୍ଭାବ୍ୟ ବନ୍ୟାବାତ୍ୟା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର କଟକଣା। ଆଜି ଠାରୁ 21 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ମନା କରାଯାଇଛି। ମତ୍ସ୍ୟଜୀବୀମାନେ ନିଜ ଡଙ୍ଗା ସହ କୂଳକୁ ଫେରିଥିବା ବେଳେ ସହାୟତା ପାଇଁ ଦାବି କରିଛନ୍ତି।