ଆସିକା: ଗଞ୍ଜାମ ପୋଲିସ ଧରିଛି 1 କିଲୋ ରୂପା ଓ 300 ଗ୍ରାମ ସୁନା ଜବତ, ଲୁଟେର ଚାରି ଅଭିଯୁକ୍ତ ଚିହ୍ନଟ
Asika, Ganjam | Aug 17, 2026 ଗଞ୍ଜାମ ଜିଲ୍ଲାର ଅ।ସିକା ପୋଲିସ ପ୍ରଶାସନ 26 ଜୁଲାଇରେ ଛତିଶଗଡ ର ସିତାପୁର ଥାନା ଅଞ୍ଚଳରେ ଘଟିଥିବା ବଡ ଡକାୟତି ଘଟଣାରେ 1 କିଲୋ ରୂପା ଓ 300 ଗ୍ରାମ ସୁନା ଜବତ କରିଛନ୍ତି। ଚାରି ଡକାୟତିକାରୀଙ୍କୁ ପୋଲିସ ଚିହ୍ନଟ କରିଛି ଓ ଶୀଘ୍ର ଗିରଫ କରିବାରେ ସଚେଷ୍ଟ।