ଅନୁଗୋଳ: ପୋଲିସ ଅଧିକାରୀଙ୍କ ସହ ଏସପିଙ୍କ ସମୀକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ନେଇ ନିର୍ଦ୍ଦେଶ
Anugul, Angul | Nov 21, 2026 ଅନୁଗୋଳ ଏସପିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ସମୀକ୍ଷା ବୈଠକ। ଜିଲ୍ଲାର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ବିଚାରାଧୀନ ମାମଲାର ଶୀଘ୍ର ସମାଧାନ ପାଇଁ ସମସ୍ତ IIC ଓ ଅଧିକାରୀଙ୍କୁ ମିଳିଲା କଡ଼ା ନିର୍ଦ୍ଦେଶ। ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ପାଇଁ ଜିଲ୍ଲା ପୋଲିସକୁ ହାଇ ଆଲର୍ଟ।