ନୂଆପଡା: ନୂଆପଡା ପତୋରାର ଯୋଗେଶ୍ୱର ମନ୍ଦିରକୁ ବିଜେପି ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଦର୍ଶନ
ବିଜେପି ଓଡିଶା ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ଓ ଅନ୍ୟାନ୍ୟ ପଦାଧିକାରୀମାନେ ନୂଆପଡା ପତୋରାର ଯୋଗେଶ୍ୱର ମନ୍ଦିରରେ ଦର୍ଶନ କରିଛନ୍ତି। ଏହି ସମୟରେ ସ୍ଥାନୀୟ ବିଜେପି କର୍ମୀ ଓ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।