Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କଣ୍ଟାବାଞ୍ଜି: ବିବାହ ୧୪ ଦିନ ପରେ ପ୍ରେମିକ ସହ ନବବିବାହିତା ଫେରାର ଥାନା ରେ ଏତଲା

Kantabanji, Balangir | Feb 24, 2026
କଣ୍ଟାବାଞ୍ଜି ସହର ୱାର୍ଡ ର ୧ ଧୁବପଡା ର ଲକ୍ଷ୍ମି ପ୍ରିୟା ବେହେରା (ବିନି) ଗତ ଫେବୃଆରୀ ୮ ତାରିଖରେ ଅଗ୍ନିକୁ ସାକ୍ଷୀ ରଖି ହିନ୍ଦୁ ରିତିନୀତି ଅନୁସାରେ ମୁରିବାହାଳ ଥାନା ଅର୍ନ୍ତଗତ କର୍ଲା ଗାଁ ର ମୁକେଶ ବିଶ୍ବାଳ କୁ ବିବାହ କରିଥିଲେ। ହେଳେ ବିବାହ ର କିଛି ପରେ କଣ୍ଟାବାଞ୍ଜି କୁ ତାଙ୍କ ବାପା ଘର କୁ ନବବିବାହିତା ଲକ୍ଷ୍ମି ପ୍ରିୟା ବେହେରା (ବିନି) ଆସିଥିଲେ। ହେଳେ ଫେବୃଆରୀ ୨୨ ତାରିଖରେ ଲକ୍ଷ୍ମି ପ୍ରିୟା ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଥିଲେ।
କଣ୍ଟାବାଞ୍ଜି: ବିବାହ ୧୪ ଦିନ ପରେ ପ୍ରେମିକ ସହ ନବବିବାହିତା ଫେରାର ଥାନା ରେ ଏତଲା - Kantabanji News