#କଂଗ୍ରେସ_SCST_ଙ୍କୁ_ଠକି_ଆସିଛି #ଅଗସ୍ତି_ବେହେରା_ବିଧାୟକ_ଛେଣ୍ଡିପଦା। ଅନୁଗୋଳରେ ଉନ୍ମୋଚିତ ହେଲା ବାବାସାହେବ ଆମ୍ବେଦକରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି। ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ। #anugul #statue #ambedkar #Congress #angulexpress #Odisha