ମହାଗବ ଗ୍ରାମରେ ଭଡ଼ା ଘରୁ ହଳଦୀମାଳ ୟୁପି ସ୍କୁଲ ଶିକ୍ଷକ ସୂର୍ଯ୍ୟକାନ୍ତ ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର। ଘଟଣାର ସାଇଣ୍ଟିଫିକ୍ ତଦନ୍ତ କରୁଛି ପୋଲିସ।