ରାୟଗଡା: ସଫଳତାର ସହ ସମ୍ପନ୍ନ ହେଲା KPL Season 2 ର ଖେଳାଳି ନିଲାମ ପ୍ରକ୍ରିୟା
କୋଥାପେଟା ପ୍ରିମିୟର ଲିଗ୍ (KPL) ସିଜନ୍ ୨ ର ଖେଳାଳି ନିଲାମ ପ୍ରକ୍ରିୟା ଶେଷ ହୋଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିବା ବେଳେ ସହଯୋଗ ପାଇଁ ସମସ୍ତ ଟିମ୍ ମ୍ୟାନେଜର ଓ ଅଧିନାୟକଙ୍କୁ କୃତଜ୍ଞତା ଜଣାଯାଇଛି।