Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ଆନନ୍ଦପୁର: ସୁନ୍ଦରାପାଳ ଠାରେ ଚାଲିଥିବା ୬୯ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ବାଳକ ବାଳିକା କ୍ରିକେଟ ପ୍ରତିଯୋଗିତା ଉଦଯାପିତ

Anandapur, Kendujhar | Nov 28, 2025
ସୁନ୍ଦରାପାଳ ଠାରେ ଚାଲିଥିବା ୬୯ ତମ କେନ୍ଦୁଝର ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ ବାଳକ ବାଳିକା କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ୧୩ଟି ବ୍ଲକର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିବା ବେଳେ ଆଜିର ଫାଇନାଲ ମ୍ୟାଚରେ ଚମ୍ପୁଆ ବ୍ଲକକୁ ପରାସ୍ତ କରି ଘସିପୁରା ବ୍ଲକ ଚାମ୍ପିୟନ ହୋଇଥିଲା। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ  ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ଏବିଇଓ ପ୍ରମୋଦ ନାୟକ ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃକରିଥିଲେ।

MORE NEWS

ପୂରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁ ପୁଜା ମହୋତ୍ସବ ଅନୁଷ୍ଠିତ।#କିଙ୍ଗୋଳ ଶ୍ରୀ ସତ୍ୟସାଇ ବିଦ୍ୟାବିହାର ଇଂରାଜୀ ଶିକ୍ଷକ କାମାକ୍ଷା ପ୍ରସାଦ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ପୂରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁ ପୁଜା ମହୋତ୍ସବ ଅନୁଷ୍ଠିତ।#କିଙ୍ଗୋଳ ଶ୍ରୀ ସତ୍ୟସାଇ ବିଦ୍ୟାବିହାର ଇଂରାଜୀ ଶିକ୍ଷକ କାମାକ୍ଷା ପ୍ରସାଦ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

Anandapur, Kendujhar | Aug 1, 2026

ବର୍ଷା ହେବା ପାଇଁ #ଘସିପୁରା_ବ୍ଲକ_ଇନ୍ଦୁପୁରା ଗାଁରେ ପ୍ରକୃତି କୁ ଭଲ ପାଉଥିବା ବ୍ୟକ୍ତି ମାନେ କରୁଛନ୍ତି ଅଶ୍ୱଥ ବୃକ୍ଷ ସହିତ ଚାଲିଛି ବଟ ବୃକ୍ଷ ମଧ୍ୟରେ ବାହାଘର।
#indupura #ghasipura #anandapur #kendujhar #Odisha 
#kendujharhalchal

ବର୍ଷା ହେବା ପାଇଁ #ଘସିପୁରା_ବ୍ଲକ_ଇନ୍ଦୁପୁରା ଗାଁରେ ପ୍ରକୃତି କୁ ଭଲ ପାଉଥିବା ବ୍ୟକ୍ତି ମାନେ କରୁଛନ୍ତି ଅଶ୍ୱଥ ବୃକ୍ଷ ସହିତ ଚାଲିଛି ବଟ ବୃକ୍ଷ ମଧ୍ୟରେ ବାହାଘର। #indupura #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jul 30, 2026

ପ୍ରାଥମିକ ବିଦ୍ୟାଳୟ ରେ ୬୦ ଛାତ୍ରଛାତ୍ରୀ ଙ୍କୁ ଜଣେ ଶିକ୍ଷକ ପ୍ରତିବାଦ ରେ ବିଦ୍ୟାଳୟ ବନ୍ଦ କରି ସମ୍ମୁଖରେ ଧାରଣା, ଘସିପୁରା ବ୍ଲକ ଖଲଣା ତଳସାହି ପ୍ରାଥମିକ ବିଦ୍ୟାଳୟ। ୨୦୦୮ ରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ରେ ପ୍ରାୟତଃ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହି ଆସୁଥିବା ବେଳେ ଶିକ୍ଷା ବିଭାଗ ର ଅବହେଳା ଯୋଗୁ ବର୍ତ୍ତମାନ ଜଣେ ଶିକ୍ଷକ ରେ ଚାଲିଛି ବିଦ୍ୟାଳୟ।
#Strike #Student #Khalana #ghasipura #kendujhar #Odisha #BEOghasipura #DEOkendujhar #Education #CMOodisha #kendujharhalchal

ପ୍ରାଥମିକ ବିଦ୍ୟାଳୟ ରେ ୬୦ ଛାତ୍ରଛାତ୍ରୀ ଙ୍କୁ ଜଣେ ଶିକ୍ଷକ ପ୍ରତିବାଦ ରେ ବିଦ୍ୟାଳୟ ବନ୍ଦ କରି ସମ୍ମୁଖରେ ଧାରଣା, ଘସିପୁରା ବ୍ଲକ ଖଲଣା ତଳସାହି ପ୍ରାଥମିକ ବିଦ୍ୟାଳୟ। ୨୦୦୮ ରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ରେ ପ୍ରାୟତଃ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହି ଆସୁଥିବା ବେଳେ ଶିକ୍ଷା ବିଭାଗ ର ଅବହେଳା ଯୋଗୁ ବର୍ତ୍ତମାନ ଜଣେ ଶିକ୍ଷକ ରେ ଚାଲିଛି ବିଦ୍ୟାଳୟ। #Strike #Student #Khalana #ghasipura #kendujhar #Odisha #BEOghasipura #DEOkendujhar #Education #CMOodisha #kendujharhalchal

Anandapur, Kendujhar | Jul 30, 2026