ନୂଆପଡା: Nuapada-Khariar Road ରୁ Sambalpur ପାଇଁ ନୂତନ ସରକାରୀ ବସ ସେବା ଆରମ୍ଭ
Nuapada ଜିଲ୍ଲା ଖରିଆର ରୋଡରୁ Sambalpur ପାଇଁ ନୂତନ ସରକାରୀ ବସ ସେବା ଆରମ୍ଭ ହୋଇଛି । ସକାଳ ୫ଟାରୁ ଖରିଆର ରୋଡ ଛାଡ଼ି ସକାଳ ୧୧ଟା Sambalpur ପହଁଚିବ । ବସ ସନ୍ଧ୍ୟା ୨ଟା ୩୦ ମିନିଟ୍ Sambalpur ଛାଡ଼ି ସନ୍ଧ୍ୟା ୮ଟାଠାରେ ଖରିଆର ରୋଡ ପହଁଚିବ ।