Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss
image
image
image
image

କୁଚିଣ୍ଡା ସ୍ୱାଧୀନ କ୍ଳବ ଦ୍ୱାରା ସଇଡା ଠାରେ ଏକ ଦିବାସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ସଇଡା ଚମ୍ପିୟାନ l ଏହି ଏକ ଦିବାସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଅଞ୍ଚଳ ର ବଛା ବଛା ଆଠ ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ ମୁଖ୍ୟଅତିଥି ଭାବେ ଗୋକୁଳ ପୃସେଟ, ବିଜୁ ସାହୁ, ଯୋଗଦେଇଥିବା ବେଲେ ସମ୍ମାନିତ ଅତିଥି ଭାବେ ଧନଞ୍ଜୟ ପୃସେଟ ପୂର୍ବତନ ଫୁଟବଲ ଖେଳାଳି ରାଜକୁମାର କଣ୍ଡରା ପ୍ରମୁଖ ଯୋଗଦେଇଥିଲେ I #football #footballfans #amarkuchinda #sambalpur #SportsNews

Kochinda, Sambalpur | Jul 17, 2026
କୁଚିଣ୍ଡା ସ୍ୱାଧୀନ କ୍ଳବ ଦ୍ୱାରା ସଇଡା ଠାରେ ଏକ ଦିବାସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ସଇଡା ଚମ୍ପିୟାନ l ଏହି ଏକ ଦିବାସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଅଞ୍ଚଳ ର ବଛା ବଛା ଆଠ ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ ମୁଖ୍ୟଅତିଥି ଭାବେ ଗୋକୁଳ ପୃସେଟ, ବିଜୁ ସାହୁ, ଯୋଗଦେଇଥିବା ବେଲେ ସମ୍ମାନିତ ଅତିଥି ଭାବେ ଧନଞ୍ଜୟ ପୃସେଟ ପୂର୍ବତନ ଫୁଟବଲ ଖେଳାଳି ରାଜକୁମାର କଣ୍ଡରା ପ୍ରମୁଖ ଯୋଗଦେଇଥିଲେ I #football #footballfans #amarkuchinda #sambalpur #SportsNews - Kochinda News