କୁଚିଣ୍ଡା ସ୍ୱାଧୀନ କ୍ଳବ ଦ୍ୱାରା ସଇଡା ଠାରେ ଏକ ଦିବାସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ସଇଡା ଚମ୍ପିୟାନ l ଏହି ଏକ ଦିବାସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଅଞ୍ଚଳ ର ବଛା ବଛା ଆଠ ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ ମୁଖ୍ୟଅତିଥି ଭାବେ ଗୋକୁଳ ପୃସେଟ, ବିଜୁ ସାହୁ, ଯୋଗଦେଇଥିବା ବେଲେ ସମ୍ମାନିତ ଅତିଥି ଭାବେ ଧନଞ୍ଜୟ ପୃସେଟ ପୂର୍ବତନ ଫୁଟବଲ ଖେଳାଳି ରାଜକୁମାର କଣ୍ଡରା ପ୍ରମୁଖ ଯୋଗଦେଇଥିଲେ I #football #footballfans #amarkuchinda #sambalpur #SportsNews
Kochinda, Sambalpur | Jul 17, 2026