#ବିଜୁଜନତା_ଦଳ_ପକ୍ଷରୁ_ସମ୍ବର୍ଦ୍ଧନା_ସଭା_ଅନୁଷ୍ଠିତ।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସମୟରେ ବାଲିଆପାଳ ବ୍ଲକ ସୁଭମ ହୋଟେଲ ପରିସରରେ ନୂତନ କରି ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ଓ ବସ୍ତା ବ୍ଲକ୍ ସଭାପତି ଓ ବାଲିଆପାଳ ବ୍ଲକ ସଭାପତି ଓ କାର୍ଯ୍ୟକାରି ସଭାପତି ଙ୍କୁ ଦଳୀୟ କର୍ମୀମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ବାଲିଆପାଳ ବିଜେଡି #bjd #balasore #OdishaNews #BASTA #baliapalbjd #baliapal Rajkishore Behera Bjd Fan Odisha Rajesh Behera Live Naveen Patnaik Rajesh Behera
Basta, Balasore | Jun 2, 2026