ହାତୀଲୋଚାଣୀ ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ହତିଲୋଚାନି ନିକଟରେମଙ୍ଗଳବାର ସନ୍ଧ୍ୟା ୬ଟାରେ ବାଇକ୍ ଦୁର୍ଘଟଣା ଜଣେ ଆହତ। ସୁଚନା ଅନୁଯାୟୀ ବାଇକ୍ ଆରୋହି ଜଣକ କାମାକ୍ଷାନଗରରୁ ତାଳଚେର ଯାଉଥିବା ବେଳେ ହାତୀଲୋଚାନୀ ନିକଟରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସି ପଡ଼ିଥିଲେ।ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ବାଇକ ଆରୋହୀ ଜଣକ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି