ବାଲେଶ୍ୱର ବାମପଦା ସ୍ଥିତ ମା’ ଭାରତୀ ଗୋଶାଳାରେ ପାଳିତ ହୋଇଯାଇଛି ପବିତ୍ର ଗୋ ଅଷ୍ଟମୀ। ବିଜେପି କୃଷକ ମୋର୍ଚ୍ଚା ସଭାପତି ତାପସ କୁମାର ମହାନ୍ତି ଯୋଗ ଦେଇ ଗୋମାତାଙ୍କ ପୂଜାର୍ଚ୍ଚନା କରିଛନ୍ତି।