ବଡସାହି: ସଇତପୁର ଗ୍ରାମରେ ହାତୀପଲଦ୍ୱାରା ଅମଳପାଇଁ ଥିବା ଧାନଗଦା ଖିନଭିନକରି ନଷ୍ଟ କରିଦେଲେ ହାତୀପଲ,କ୍ଷୟକ୍ଷତିର ଆକଳନକଲା ବନବିଭାଗ
ବୈଶିଙ୍ଗା ଥାନା ଅଧୀନ ସଇତପୁର ଠାରେ କ୍ଷୁଦ୍ର ଚାଷୀ ଦୁର୍ଗା କିସ୍କୁ ଅମଳ ପାଇଁ ଧାନ ଗଛିତ ରଖିଥିବା ବେଳେ ୨୨ଟିକିଆ ବଣୁଆ ହାତୀପଲ ଆସି ଖିନଭିନ କରି ନଷ୍ଟ କରିବା ଘଟଣାରେ ଶୁକ୍ରବାର ଅପରାହ୍ନ ତିନିଟାରେ ସଇତପୁର ଗ୍ରାମରେ ପହଞ୍ଚି ସରଜମିନ ତଦନ୍ତ ପୂର୍ବକ କ୍ଷୟକ୍ଷତିର ଆକଳନ କଲେ ବନ ବିଭାଗର ଅଧିକାରୀ l