#ସାର୍ଥା_ଫାଣ୍ଡି_ଅଧିକାରୀଙ୍କ_ଦବଙ୍ଗଗିରି
#ଅଟୋ_ଡ୍ରାଇଭର_କୁ_ରାସ୍ତାରେ_ମାଡ_ମାରିଲେ_ଫାଣ୍ଡି_ଅଧିକାରୀ !
ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧିନରେ ସାର୍ଥା ଫାଣ୍ଡି ଅଧିକାରୀ ରାସ୍ତା ଜଣେ ଇଭି ଅଟୋ ଚାଳକକୁ ମାଡ଼ ମାରିଥିବା ଭିଡିଓ ଘୁରି ବୁଲୁଛି । #mahimatv #spbalasore #dmbalasore #OdishaPolice #OdishaNews CMO Odisha Mahima TV Ajit Kumar Sahoo Journalist Dinabandhu Pradhan Odisha Police Organisation Manas Ranjan Behera Samarth Behera
Basta, Balasore | Oct 31, 2026