ଭୁବନେଶ୍ୱର: SSR 2027: ଭୋଟର ତାଲିକା ସଂଶୋଧନ ଓ ନୂତନ ପୋଲିଂ ଷ୍ଟେସନ ପାଇଁ ଗାଇଡଲାଇନ୍ ଜାରି
Bhubaneswar, Khordha | Nov 11, 2026
ଜିଲ୍ଲାରେ ଆରମ୍ଭ ହେଲା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SSR-2027)। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଭୋଟର ତାଲିକା ଯାଞ୍ଚ ଓ ପୋଲିଂ ଷ୍ଟେସନ ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ଦିଆଯାଇଛି। ଜାଣନ୍ତୁ କେବେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା।