#କୋରାପୁଟ_ଖଣିଜ_ସମ୍ପଦ_ଉପରେ_କମ୍ପାନୀଙ୍କ_ନଜର_ରାହୁଲ_ଗାନ୍ଧୀଙ୍କୁ_କୋରାପୁଟ_ଆସିବାକୁ_ଦାବି।**
କୋରାପୁଟର ପାହାଡ଼, ଜଙ୍ଗଲ ଓ ଖଣିଜ ସମ୍ପଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖଣିଜ ସମ୍ପଦ ଉପରେ ବିଭିନ୍ନ କମ୍ପାନୀଙ୍କ ଆଗ୍ରହକୁ ନେଇ ଉଠିଛି ପ୍ରଶ୍ନ। ଏଭଳି ସ୍ଥିତିରେ କୋରାପୁଟର ସମସ୍ୟା ଓ ଆଦିବାସୀଙ୍କ ଦାବି ଶୁଣିବା ପାଇଁ ରାହୁଲ ଗାନ୍ଧୀ କୋରାପୁଟ ଆସନ୍ତୁ ବୋଲି ଦାବି ହୋଇଛି।
କୋରାପୁଟର ଖଣିଜ ସମ୍ପଦ କାହା ସ୍ୱାର୍ଥରେ? ଆଦିବାସୀଙ୍କ ହକ୍ ଓ ଜଳ, ଜଙ୍ଗଲ, ଜମିର ସୁରକ୍ଷା ପ୍ରସଙ୍ଗରେ କ'ଣ ରହିଛି ଦାବି?
📺 ଏହି ସମ୍ପୂର୍ଣ୍ଣ ଖବର ଦେଖନ୍ତୁ News11 ଓଡ଼ିଆରେ।
👍 Like | 🔄 Share | 🔔 Follow
#Koraput #RahulGandhi #KoraputNews #MiningIssue #Adani #TribalRights #JalJungleJamin #OdishaNews #News11Odia