ରାଉରକେଲା ରେ ୭୫ ତମ ରାଜ୍ୟ ପୋଲିସ୍ ହକି ଚାମ୍ପିଅନସିପ୍ ଶୁଭାରମ୍ଭ ହୋଇଛି। ରବିବାର ପୂର୍ବାହ୍ନରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି । ରାଉରକେଲା ଏସପି ନୀତେଶ ୱାଧୱାନି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି।