ସୋର ବ୍ଲକରେ ବକେୟା ଅର୍ଥ ପାଇଁ ଗ୍ରାମବାସୀଙ୍କ ଧାରଣା: ଏକ ମାସ ଭିତରେ ସମାଧାନର ପ୍ରତିଶୃତି
Sora, Balasore | Nov 12, 2026
ବାଲେଶ୍ୱର ସୋର ବ୍ଲକରେ ଅଙ୍ଗନୱାଡି ଘର ନିର୍ମାଣ କାମ ସାରି ୮ ମାସ ହେଲା ପାଉଣା ନ ପାଇବାରୁ ଗ୍ରାମବାସୀ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ବିଡିଓଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି।