ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଜିଲ୍ଲା କଂଗ୍ରେସ କମିଟି,ଶୁଣନ୍ତୁ ପ୍ରତିକ୍ରିୟା
ସୋମବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଳା ଜିଲ୍ଲା କଂଗ୍ରେସ କମିଟି | ମନରେଗା ଯୋଜନାର ନାମ ବଦଳାଇବା ସହ ସରକାର ଯୋଜନାର ରୂପରେଖ ବିକୃତ କରିବା ବିରୋଧରେ ଦାବିପତ୍ର ପ୍ରଦାନ କରାଯାଇଛି | ଶ୍ରମିକ ମାନଙ୍କୁ କାର୍ଯ୍ୟ ଦିଆଯାଉଥିବା ବେଳେ ବର୍ତମାନ ସରକାର ଏହି ଯୋଜନାର ରୂପରେଖ ବଦଳେଇ ଦେଇଛି ପୂର୍ବରୁ ଗ୍ରାମରେ ଆଲୋଚନା କରି କେଉଁ କେଉଁ କାର୍ଯ୍ୟ ମନରେଗା ଯୋଜନାରେ କରାଯିବ ସେନେଇ ଆଲୋଚନା ହେଉଥିଲା ଏବଂ କେନ୍ଦ୍ର 90 ପ୍ରତିଶତ ଓ ରାଜ୍ୟ 10 ପ୍ରତିଶତ ଅର୍ଥ ଦେଉଥିବା ବେଳେ ବର୍ତମାନ କେନ୍ଦ୍ର 60 ଓ