ଲାଞ୍ଜିଗଡ: କଳାହାଣ୍ଡି: ବେନଗାଁ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷେ ହେଲା ଅପେକ୍ଷା, ଦୁର୍ଦ୍ଦଶାରେ ଗ୍ରାମବାସୀ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର ବେନଗାଁ ପୋଲ ଭାଙ୍ଗି ଗଲାଣି ବର୍ଷେ ହେଲା। ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନଥିବାରୁ ରୋଗୀଙ୍କୁ ବୋହି ନେବାକୁ ପଡ଼ୁଛି। ବାରମ୍ବାର ଗୁହାରି ପରେ ବି କାମ ହେଉନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।