Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ବୌଦ୍ଧ ଅବକାରୀ ପୋଲିସର ଜଡ଼ାପାଲ ଗ୍ରାମର ଚାରସାହିରେ ବେଆନ ମଦ କାରବାର ନେଇ ଚଢ଼ାଉ

ଆଜି ସନ୍ଧ୍ୟା ୭.୩୦ସମୟରେ ବୌଦ୍ଧ ଅବକାରୀ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ l ଆଜି ସକାଳ ପାଖପାଖି ୧୧ଟା ସମୟରେ ବୌଦ୍ଧ ଅବକାରୀ ପୋଲିସ ବୌଦ୍ଧ ବ୍ଲକ ଅନ୍ତର୍ଗତ ଜଡ଼ାପାଲ ଗ୍ରାମର ଚlରସାହିରେ ବେଆଇନ ମହୁଲି ମଦ କାରବାର ନେଇ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ଗ୍ରାମର ଚାରସାହିରୁ ୯ଲିଟର ମହୁଲି ମଦକୁ ଜବତ କରି ସମ୍ପୃକ୍ତ ଆସାମୀ ନାମରେ ୧୮୫/୨୦୨୫-୨୬ରେ ମାମଲା ୠଜୁକରାଯାଇ ୩୫(୩)BNSS ରେ ଆସାମୀକୁ ନୋଟିସ ଦେଇ ଛାଡି ଦିଆଯାଇଛି l ଏନେଇ ବୌଦ୍ଧ ଅବକାରୀ ଥାନାର OIC ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି
ବୌଦ୍ଧ ସଦର: ବୌଦ୍ଧ ଅବକାରୀ ପୋଲିସର ଜଡ଼ାପାଲ ଗ୍ରାମର ଚାରସାହିରେ ବେଆନ ମଦ କାରବାର ନେଇ ଚଢ଼ାଉ - Baudh Sadar News