ବୁଲା ଗୋରୁଗାଈଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି ଜାତୀୟ ରାଜପଥ ୨୦,ଦୁର୍ଘଟଣାର କାରଣ ସାଜୁଛନ୍ତି ରାସ୍ତା ଉପରେ ଶୋଉଥିବା ବୁଲା ଗୋରୁଗାଈ
ଜାତୀୟ ରାଜପଥ ୨୦ ରେ ବିପଦ ସାଜୁଛନ୍ତି ବୁଲା ଗାଈ ଗୋରୁ। ପ୍ରତ୍ୟେକ ଦିନ ଦୁର୍ଘଟଣା ରେ ବୁଲା ଗାଈ ଗୋରୁ ଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ଗାଡି ଚାଳକ ଓ ଯାତ୍ରୀ ଗୁରୁତର ହେବା ସହିତ ମୃତ୍ୟୁ ମୁଖରେ ପଡୁଛନ୍ତିଲୋକେ