ନୂଆପଡା: ନେଗୀପାଲିରେ ଓଏଭି ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଓ ପୁରସ୍କାର ବଣ୍ଟନ
ନୂଆପଡା ଜିଲ୍ଲା ନେଗୀପାଲିର ଓଏଭି ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମୁଧୁସୁଦନ ଦାସ ସହ ଅନ୍ୟାନ୍ୟ ମୁଖ୍ୟ ବ୍ୟକ୍ତିମାନେ ଯୋଗ ଦେଲେ । ବିଭିନ୍ନ କୃତିଶୀଳ୍ପୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା ।