ପରଜଙ୍ଗ: ଝଲସୁଛି ଡେଙ୍କାନାଳ ସହର, ବର୍ଷା ସତ୍ତ୍ୱେ ଲକ୍ଷ୍ମୀ ପୂଜାରେ ଭକ୍ତଙ୍କ ପ୍ରବଳ ଭିଡ଼
ଡେଙ୍କାନାଳରେ ଲକ୍ଷ୍ମୀ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ସହରର ସୁନ୍ଦର ଆଲୋକ ସଜ୍ଜା ଓ ତୋରଣ ସମସ୍ତଙ୍କୁ ଆକୃଷ୍ଟ କରୁଛି । ବର୍ଷା ସତ୍ତ୍ୱେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି ।