ନୂଆପଡା: ଗାତିବେଡ଼ାରେ ଆଇନ ସେବା ପ୍ରାଧିକରଣ ଦ୍ୱାରା ସଚେତନତା ଶିବିର ଆୟୋଜନ
ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ନିକଟରେ ଗାତିବେଡ଼ା ଓ ପରିସରୀୟ ଗ୍ରାମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ୍ୟପ୍ରାଣୀ ବିଭାଗ ମିଳିତରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶତାଧିକ ଆଦିବାସୀ ଅଂଶଗ୍ରହଣ କରିଥିଲେ।