Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ବାସନ୍ତୀ କଲୋନୀର ନିର୍ମାଣ ହେବ ୮ମହଲା ଆପାର୍ଟମେଣ୍ଟ।, ପ୍ରତିକ୍ରିୟା ରଖିଲେ ଓଏସଏଚବି ନିର୍ଦ୍ଦେଶକ

Raurkela M, Sundargarh | Mar 13, 2026
ରାଉରକେଲା ସହରରେ ୧୮ ଏକର ଜମି ଦଖଲ କରିଛି ହାଉସିଂ ବୋର୍ଡ। ବଡ଼ ବ୍ୟବସାୟିକ ପ୍ରକଳ୍ପ ପାଇଁ ପ୍ରସ୍ତୁତି କରାଯାଇଛି। ବାସନ୍ତୀ କଲୋନୀର ନିର୍ମାଣ ହେବ ୮ମହଲା ଆପାର୍ଟମେଣ୍ଟ। ପ୍ରୋଜେକ୍ଟ ପାଇଁ ସହରରେ ପହଞ୍ଚିଲେ ଓଏସଏଚବି ନିର୍ଦ୍ଦେଶକ। ଶୁକ୍ରବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓଏସଏଚବି ନିର୍ଦ୍ଦେଶକ।
ରାଉରକେଲା ମ୍ୟୁନିସିପାଲଟି: ବାସନ୍ତୀ କଲୋନୀର ନିର୍ମାଣ ହେବ ୮ମହଲା ଆପାର୍ଟମେଣ୍ଟ।, ପ୍ରତିକ୍ରିୟା ରଖିଲେ ଓଏସଏଚବି ନିର୍ଦ୍ଦେଶକ - Raurkela M News