ପୁରୀ: ସୂରଜମଲ୍ ଶାହା କଲେଜ ସମସ୍ୟା ନେଇ ସାଂସଦଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ
Puri, Puri | Nov 17, 2026
ସୂରଜମଲ୍ ଶାହା ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଛାତ୍ରଛାତ୍ରୀଙ୍କ ଦାବି ନେଇ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଛାତ୍ର ପ୍ରତିନିଧି। ସାନିଟାରୀ ପ୍ୟାଡ୍ ପୋଡ଼ିବା ଓ ଲାଇବ୍ରେରୀ ଅବ୍ୟବସ୍ଥା ନେଇ ଆସିଲା ଅଭିଯୋଗ।