ନୀଳଗିରି ନାବାଳକ ହତ୍ୟା ଘଟଣାର ତଦନ୍ତ ପାଇଁ ଯାଉଥିବା କଂଗ୍ରେସ ତଥ୍ୟ ଅନୁସନ୍ଧାନକାରୀ ଦଳକୁ ରେମୁଣାରେ ସ୍ୱାଗତ ଜଣାଇଲେ କର୍ମୀ। ବିଧାୟକ ଅଶୋକ ଦାସଙ୍କ ନେତୃତ୍ୱରେ ଆସିଥିଲା ଟିମ୍।