Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

#ପୁଣି_ତେରଛା_ବାଣ_ମାରିଲେ_ସମୀର ପୁଣି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସମୀର ଦାଶଙ୍କ ତେରଛା ବାଣ। ସାରା ରାଜ୍ୟରେ ବିକାଶର ଧାରା ଜାରି ରହିଥିବା ବେଳେ ନିମାପଡାରେ ବିକାଶ ହରିଲୁଟ ହେଉଥିବା ଅଭିଯୋଗ ଆଣିଛନ୍ତି ସମୀର। ବାଲି ଲୁଟ ଅଭିଯୋଗ ପରେ ଜିଲା ପ୍ରଶାସନ ଓ ଖଣି ଅଧିକାରୀଙ୍କ ଚଢ଼ାଉ ଏବଂ ତାପରେ ଖଣି ଅଧିକାରୀଙ୍କ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମୀର। ଏଥିସହ ପଂଚାୟତ ନିର୍ବାଚନ ପାଇଁ ଲଢେଇ ଜାରି ରଖିବାକୁ ସେ ସମର୍ଥକଙ୍କୁ ଆହ୍ବାନ ଦେଇଛନ୍ତି।

#ପୁଣି_ତେରଛା_ବାଣ_ମାରିଲେ_ସମୀର ପୁଣି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସମୀର ଦାଶଙ୍କ ତେରଛା ବାଣ। ସାରା ରାଜ୍ୟରେ ବିକାଶର ଧାରା ଜାରି ରହିଥିବା ବେଳେ ନିମାପଡାରେ ବିକାଶ ହରିଲୁଟ ହେଉଥିବା ଅଭିଯୋଗ ଆଣିଛନ୍ତି ସମୀର। ବାଲି ଲୁଟ ଅଭିଯୋଗ ପରେ ଜିଲା ପ୍ରଶାସନ ଓ ଖଣି ଅଧିକାରୀଙ୍କ ଚଢ଼ାଉ ଏବଂ ତାପରେ ଖଣି ଅଧିକାରୀଙ୍କ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମୀର। ଏଥିସହ ପଂଚାୟତ ନିର୍ବାଚନ ପାଇଁ ଲଢେଇ ଜାରି ରଖିବାକୁ ସେ ସମର୍ଥକଙ୍କୁ ଆହ୍ବାନ ଦେଇଛନ୍ତି। - Bargarh News